ଭାରତ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ
bnchiranjibbehera
Oct 8, 2025
1 min read

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବାର କିଛି ଦିନ ପରେ ଅଷ୍ଟ୍ରେଲିଆ ତାର 15 ଜଣିଆ ଦଳ ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ତିନିଟି ODI ଏବଂ ପାଞ୍ଚଟି T20 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅକ୍ଟୋବର 19 ତାରିଖରେ ଅନୁଷ୍ଠିତ ହେବ। ଏହି ସିରିଜ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ
।
Comments