top of page

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା, 3 ଜଣଙ୍କୁ ମିଳିବ ସମ୍ମାନ

bnchiranjibbehera
Oct 8, 2025
1 min read

ମେଡିସିନ ପରେ 2025 ବର୍ଷ ପାଇଁ ପଦାର୍ଥ ବିଜ୍ଞାନ (Physics)ରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ମଙ୍ଗଳବାର ଘୋଷଣା ହୋଇଛି। ଏହି ସମ୍ମାନଜନକ ପୁରସ୍କାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ବର୍କଲି କ୍ୟାମ୍ପସର ଜନ୍ କ୍ଲାର୍କ, ୟେଲ ବିଶ୍ୱବିଦ୍ୟାଳୟର ମିଚେଲ ଏଚ୍. ଡେଭୋରେଟ୍ ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସାଣ୍ଟା ବାର୍ବାରା କ୍ୟାମ୍ପସର ଜନ୍ ଏମ୍. ମାର୍ଟିନିସଙ୍କୁ ପ୍ରଦାନ କରାଯାଇଛି

 
 
 

Comments


bottom of page