top of page

ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ, ଅପରେସନ ସିନ୍ଦୂରର ହିରୋଙ୍କୁ କରାଗଲା ସମ୍ମାନିତ

bnchiranjibbehera
Oct 8, 2025
1 min read

ନୂଆଦିଲ୍ଲୀ: ଗାଜିଆବାଦର ହିଣ୍ଡନ୍ ଏୟାରଫୋର୍ସ ଷ୍ଟେସନରେ ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଏକ ମିଳିତ ଦଳ ସହିତ ପରେଡ୍ ଆରମ୍ଭ ହୋଇଥିଲା।


ଏହି ସମାରୋହରେ ସିଡିଏସ୍ ଜେନେରାଲ ଅନିଲ ଚୌହାନ, ସ୍ଥଳ ସେନା ମୁଖ୍ୟ, ନୌସେନା ମୁଖ୍ୟ ଏବଂ ବାୟୁସେନା ମୁଖ୍ୟ ଉପସ୍ଥିତ ଥିଲେ। ବାୟୁସେନା ମୁଖ୍ୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବାୟୁ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଥିଲେ।


 
 
 

Comments


bottom of page